Breaking News

ସାକ୍ଷୀଗୋପାଳରେ ଶାରଦୀୟ ଦୁର୍ଗା ପୂଜା ଅନୂଷ୍ଠିତ

ସାକ୍ଷୀଗୋପାଳ ----- ସତ୍ଯବାଦୀରେ ଦୁଇଟି ଯାଗାରେ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହୋଉଛି । ଗୋଟିଏ ନଡିଆ ମାର୍କେଟ ପରିସରରେ ନଡିଆ ବ୍ଯବସାୟୀ ସଂଘ ସାକ୍ଷୀଗୋପାଳଙ୍କ ପକ୍ଷରୁ ପୂଜା କରାଯାଉଥ ବା ବେଳେ ଅନ୍ଯଟି ସାକ୍ଷୀଗୋପାଳ ରୈଳଵେ ଷ୍ଟେସନ ପଡିଆ ଠାରେ ମହାମାୟାସାହି ର ଗ୍ରାମବାସୀ ଓ ଅନ୍ୟ ଭକ୍ତଙ୍କ ସହଯୋଗରେ ମାଙ୍କୁ ପୂଜା କରାଯାଉଛି । ଆଜି ପୀଠରେ
ନବମିପୂଜା ହୋଇଯାଇଛି । କାଲି ପୀଠରେ ଦଶହରା ପୂଜା ହେବା ସହ ଶନିବାର ଦିନ ମାଙ୍କ ମୃଣୀୟ ମୂର୍ତ୍ତି
ବିସର୍ଜନ କରାଯିବ । ସାକ୍ଷାଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts