ଗାନ୍ଧୀ ଜୟନ୍ତୀ ରେ ସ୍ଵଚ୍ଛ ଭାରତ
ସାକ୍ଷୀଗୋପାଳ--
ସତ୍ୟବାଦୀ ବିଜେପି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗବକୁଣ୍ଡ ହାଟ ବଜ଼ାର ସଫେଇ କରାଯାଇଥିଲା।
ଏହି ଅବସରରେ କେନ୍ଦ୍ରସରକାର ଙ୍କ ଆୟୁସ୍ମାନ ରଥ ୩୩ ନମ୍ବର ଯୋନ ରେ ପରିକ୍ରମା କରିଥିଲା । ଏହି ଉପଲକ୍ଷେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ସ୍ଵଚ୍ଛ ଭାରତ ସଂଯୋଜକ ଡକ୍ଟର ବିଶ୍ୱନାଥ ରଥ , ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ ଯୋଗଦେଇ ସ୍ଵଛତା ଓ ଆୟୁସ୍ମାନ ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନତା କରାଇଥିଲେ। ସେଠାରେ ଥିବା ପଞ୍ଚସଖା ଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ଧୁନିଆ ବେହେରା ଙ୍କ ସହିତ ବିଜେପିର ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ। ସମ୍ବାଦଦାତା ଧୀରେନ୍ଦ୍ର ସେନାପତି

GANGHI JAYANTI RE SWATCHHA BHARAT