Breaking News

ଶିକ୍ଷକ ସମାଜ ଅନୁଷ୍ଠାନ ପକ୍ଷରୁ ପ୍ରଣାମ ମାତୃଭୂମି କାର୍ଯ୍ଯକ୍ରମରେ ସମ୍ଭର୍ଦ୍ଧିତ

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ସରକାରୀ ମହତାବ ହାଇସ୍ଳୁଲର ଶିଷକ  ପ୍ରଫୁଲ କୁମାର ସାହୁ ଓ ଅବସର ପ୍ରାପ୍ତ ଶିକ୍ଷକ ଚକ୍ରଧର ତ୍ରିପାଠୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମାଜ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁ ଜ୍ଯୋତି ଯାତ୍ରା ତଥା ପ୍ରଣାମ ମାତୃଭୂମି ପକ୍ଷରୁ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ଯଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ଏକ ସମ୍ବର୍ଦ୍ଧିତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେଇଥିବା ଅତିଥି ମାନେ ଉପଢୌଖନ,ମାନପତ୍ର ସହ ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
SIKHYAKA SAMAJ ANUSTHANA PAKHYARU PRANAM MATRUBHUMI KARYAKRAMA SAMBARDHITA
BY - DHIRENDRA SENAPATI ( DELANG )
SAKHIGOPAL NEWS

Blog Archive

Popular Posts