Breaking News

ଲୁହା ରଡରେ ମାଡ ମାରି ଟଙ୍କା ଲୁଟ

ଡେଲାଙ୍ଗ-----ମହିଳା ଗ୍ରଫୁରୁ ଟଙ୍କ ଆଦାୟ କରି  କାର୍ଯ୍ଯଳୟକୁ ଫେରୂଥିବା ବେଳେ ଜଣେ ଯୁବକଙ୍କୁ ଲୂହା ରଡରେ ଆକ୍ରମଣ କରି ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ଯ ଯେ ଭାରତ ଫାଇନାନ୍ସ ଲିମିଟେଡ଼େର  ଏଜେଣ୍ଟ ଭାବେ କାମକରୁଥିବା ରୋଶନ ରାଉଳ (27) ।।  ହୁମର ଗ୍ରାମରୁ ମହିଳା ମାନଙ୍କ ଠାରୁ  ଲୋନ୍ ର ମାସିକିଆ ଆଦାୟ କରି ଫେରୁ ଥିଲେ ।  ଜଣେ ଦୃବର୍ତ୍ତ ମୁହଁରେ ମୁଖା ପିନ୍ଧି ହୁମର ବଡ ପୋଖରି ନିକଟରେ ଥିବା ବୁଲାଣୀ  ରାସ୍ତାରେ ଏକ ଲୂହା ରଡ଼ ଦ୍ଵାରା ଦୁବୁତ୍ତ ଆକ୍ରମଣ କରିଥିଲେ । ଯାହା ଫଳାରେ  ବାଇକ୍ଟ ସହିତ ଭାରସାମ୍ଯ ହରାଇ ରାସ୍ତା ଉପରେ ପଡି ଯାଇଥିଲେ  । ପଡିଯିବା ପରେ ବ୍ୟାଗ୍ ରେ ଥିବା ଟଙ୍କା ଓ ଟ୍ୟାବ ସହିତ କାଗଜପତ୍ର ବ୍ୟାଗ୍ ନେଇ ଦୁବୁତ୍ତ ଫେରାର୍ ହୋଇଯାଇଥିଲା।    ପୋଲିସ  ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ  ଚିକିସ୍ଥା ପାଇଁ ଡ଼େଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୂ ପଠାଇଥିଲା । ପରେ  ଯୁବକ ଥାନା ରେ ଅଭିଯୋଗ କରିଛନ୍ତି  । ଅଭିଯୋଗ ପାଇବା ପରେ ଥାନା   ଆଇଆଇସି ଅଶିତ ରଁଜନ ମହାନ୍ତି ତଦନ୍ତ ଜାରି ରଖିଛନ୍ତି । ଡେଲାଙ୍ଗରୁ -----ଧୀରେନ୍ଦ୍ର ସେନାପତି

Blog Archive

Popular Posts