Breaking News

ସାରଙ୍ଗଯୋଡ଼ି ପଞ୍ଚାୟତ ସଭାଗୃହରେ କର୍ମଶାଳା

Workshop at Sarangyodi Panchayat Assembly Hall
 
ସାକ୍ଷୀଗୋପାଳ -- ପୁରୀଜିଲା ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗ ଯୋଡି ପଞ୍ଚାୟତ ସଭାଗୃହରେ ଗ୍ରାମ୍ୟ ତରଙ୍ଗ କର୍ମଯୋଗାଣ ସଂସ୍ଥା ଓ ସେଞ୍ଚୁରୀ ଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ କର୍ମଶାଳା ହୋଇଥିଲା  । ଏଥିରେ ସତ୍ଯବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷିରୋଦ କୁମାର ବେହେରା ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ମିଶନଶକ୍ତି ମହିଳା ଗୋଷ୍ଠୀ, ଯୁବକ ମାନେ ଯୋଗ ଦେଇଥିଲେ  । ଚାକିରୀ ପଛରେ ନଗୋଡାଇ ନିଜର ଦକ୍ଷତା ବିକାଶ କରି ଆତ୍ମନିର୍ଭରଶୀଳ ହେବାପାଇଁ ମୁଖ୍ଯ ଅତିଥି ଶ୍ରୀ ବେହେରା କହିଥିଲେ  । ସ୍ଥାନୀୟ ସରପଞ୍ଚ ଜ୍ଯୋତିର୍ମୟୀ ରଥ, ସମିତିସଭ୍ୟ ୱାର୍ଡ ସଭ୍ଯ ସଭ୍ଯାମାନେ ଉପସ୍ଥିତ ରହିଥିଲେ  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୭/୨୦୨୨----୬,୪୦     Sakhigopal News,12/7/2022

Blog Archive

Popular Posts