Breaking News

ନବମ ଶ୍ରେଣୀ ଛାତ୍ର ନିଖୋଜ

Ninth grade student missing

 ଓଡ଼ଗାଁ:- ଓଡ଼ଗାଁ ଥାନା ଅନ୍ତର୍ଗତ ଏକ ବିଦ୍ୟାଳୟର ୯ମ ଶ୍ରେଣୀରେ ଅଧ୍ୟୟନରତ ଜଣେ ଛାତ୍ର  ସକାଳ ୯ ଘଟିକା ସମୟରୁ ମେଶରୁ କୁଆଡେ ଚାଲିଯାଇଛନ୍ତି ।ଯଦି କୌଣସି ସହୃଦୟ ବ୍ୟକ୍ତି ସଙ୍ଗମର ପତ୍ତା ପାଆନ୍ତି ତେବେ ତୁରନ୍ତ ସ୍ଥାନୀୟ ଥାନା କିମ୍ବା ଏହି ଫୋନ ୯୦୯୦୬୫୧୭୫୩ ନଂରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଓଡ଼ଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ,୮/୭/୨୦୨୨ ୧,୪୦ Sakhigopal News,8/7/2022

Popular Posts