Breaking News

ଟେଣ୍ଡ ଗୋଦାମରୁ ଚୋରି କରି ଦୁଇ ଯୁବକ ଗିରଫ

  ସାକ୍ଷୀଗୋପାଳ ---ପ୍ରକାଶ ଥାଉକି ଅଭିଯୋଗକାରୀ ଶିବ ନାରାୟଣ ମହାନ୍ତି ପି-ସୁରେନ୍ଦ୍ର ନାଥ ମହାନ୍ତି ସା- ଅଳଗୁମ ଭୋଇ ସାହି ଥା- ସତ୍ୟବାଦୀ, ଜି-ପୁରୀ.।  ତାଙ୍କ ପାଖ ପଡୋଶୀ ବିଜୟ ରାଜ ମହାନ୍ତି ପି-ମୁତ ରାଜେଶ ମହାନ୍ତି ବାହାର ରାଜ୍ୟରେ ରୁହନ୍ତି । ଏବଂ ଅଭିଯୋଗକାରି ତାଙ୍କ ଘରର ରାକ୍ଷଣା ବେକ୍ଷଣା କରନ୍ତି ! ଅଭିଯୋଗକାରି  ନିଜେ ଟେଣ୍ଟ ହାଉସ ବେପାର କରନ୍ତି । ସେ ବିଜୟ ରାଜ ମହାନ୍ତି ଙ୍କ ପରାମର୍ଶ ନେଇଁ ତାଙ୍କ ଘରେ ଟେଣ୍ଟ ହାଉସର ସମସ୍ତ ଜିନିଷ  ରଖନ୍ତି ।  ଗତ ୨୫ ତାରିଖ ବିଳମ୍ବିତ ରାତିରେ ଉପର ଲିଖିତ ମୁଦାଲା ମାନେ ଘରର ତାଲା ଭାଙ୍ଗି ଭିତରେ ପଶି ଏକ ଗ୍ୟାସ ଟାଙ୍କି, ଟୁଲୁ ମଟର, ଟେଣ୍ଟର କିଛି ଜିନିଷ ଯଥା ଲାଇଟି ଓଫ୍ଯାନ  ଇତ୍ୟାଦି ଚୋରିକରି ବିକିଦେଇଛନ୍ତି । ଏହି ଅଭିଯୋଗ ଆଧାରରେ ସତ୍ୟବାଦୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲା । ଥାନା କେସନଂ ୩୨୧/୨୫ । ଚଢ଼ାଉ ସମୟରେ ଏକ ଗ୍ୟାସ ସିଲିଣ୍ଡର ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସତ୍ୟବାଦୀ ପୋଲିସ ସଫଳ ହୋଇଛି 1 ଅଭିଯୁକ୍ତ ମାନେ ହେଲେ ଆସିକ କୁମାର ମହାନ୍ତି, ପି -ମୁତ ଅଶୋକ କୁମାର ମହାନ୍ତି ଏବଂ ସୁନୀଲ କୁମାର ବେହେରା ପି - ପ୍ରଭାକର ବେହେରା ଙ୍କୁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି.ବୋଲି ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୯/୨୦୨୫----୮,୫୦ Sakhigopal News,16/9/2025

Blog Archive

Popular Posts