ଡିଏଭି ପିଟି.ଏ.ଆର୍ ପବ୍ଲିକି ସ୍କୁଲରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜନ୍ମଜୟନ୍ତୀ ପାଳନ
Poet Emperor Upendrabhanj's Birthday Celebration at DAV PTA Public School
ଭଞ୍ଜନଗର --- ଭଞ୍ଜନଗର--ଫୁଲବାଣୀ ରାସ୍ତାରେ ଥିବା ଡିଏଭି ସ୍କୁଲର ସମସ୍ତ କର୍ମଚାରୀ ଏକତ୍ରିତ ହେଇ ଶନିବାର ଦିନ ଷ୍ଟେଟ ବ୍ୟାଙ୍କ୍ ସମ୍ମୁଖରେ ଥିବା ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଅମର ନାଥ ରଥଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ ମଣ୍ଡପରେ ବିଦ୍ୟାଳୟର ପ୍ରଧାନ୍ ଶିକ୍ଷକ ବାସୁଦେବ ପାଣିଗ୍ରାହୀଙ୍କ ସହଯୋଗରେ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ଯୋଗଦେଇ ଥିଲେ। । ହୋମଯଜ୍ଞ କାର୍ଯ୍ୟ ସମାପନ ହେବା ପରେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ପ୍ରଦାନ କରାଯାଇଥିଲା । ସମସ୍ତଙ୍କ ସହ ଯୋଗରେ କାଯ୍ୟକ୍ରମ ସମାପ୍ତ କରାଯାଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୨/୨୦୨୨----୭,୩୦ Sakhigopal News,5/2/2022