ସାକ୍ଷୀଗୋପିନାଥ ମନ୍ଦିର ପାଣିରେ ଧୁଆଗଲା
Sakshigopinath was washed in the water of the temple
ସାକ୍ଷୀଗୋପାଳ---- ରାତି ପାହିଲେ ସାକ୍ଷୀଗୋପିନାଥ ଦେବଙ୍କ ଆଁଳାନବମୀ ପର୍ବ ପାଳନ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଚତୁପାଶ୍ୱର୍ ୧୪୪ ଜାରି କରାଯାଇଛି । ବିନା ଭକ୍ତରେ ଜିଲ୍ଲା ପ୍ରଶାସନ ଅଁଳାନବମୀ ପର୍ବ ଶେଷ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହାକୁ ନଜର କରି ଆଜି ସତ୍ୟବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ ମନ୍ଦିର ଜଗମୋହନ, ମନ୍ଦିର ବେଡା ପାଣି ମାଡ କରି ସଫା କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧୧/୨୦୨୧-----୬,୦୫
Sakhigopal News , 11/11/2021