ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରରେ ଗଣେଶ ପୂଜା ଅନୁଷ୍ଠିତ
ଓଡଗାଁ:--ଆଜି ପବିତ୍ର ଗଣେଶ ଚତୁର୍ଥୀ। ବିଘ୍ନ ବିନାଶକ ଙ୍କ ପୂଜା। ତେଣୁ ଗାଁ ଠୁ ସହର ସବୁଠି ଚଳଚଞ୍ଚଳ। ଏହି ଅବସରରେ ଓଡଗାଁ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରରେ ମଧ୍ଯ ଶ୍ରୀ ବିଘ୍ନ ବିନାଶକ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ ଅନୁଷ୍ଠାନର ବିଭିନ୍ନ ଛାତ୍ରଛାତ୍ରୀଙ୍କ ସହ ଅନୁଷ୍ଠାନର ମୁଖ୍ଯ ଅନିକେତ ଦାସ, ଅନୁଷ୍ଠାନର କୋଡିନେଟର ବିଭୁଭୁଷଣ ମିଶ୍ର, ମ୍ୟାନେଜର ବାଇଜନାଥ ସିଂ ଓ ଅନୁଷ୍ଠାନ ର ସକ୍ରିୟ ଶିକ୍ଷକ ପ୍ରଦୀପ ମହାରଣା, ଲୋପାମୁଦ୍ରା ନାୟକ, ମିଲନ ସାହୁ, ବିଶ୍ୱରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ- ଦିଲ୍ଲୀପ୍ କୁମାର ବିଶୋଇ ,ଓଡଗାଁ
୧୦/୯/୨୧ ---- ୭,୪୦
Sakhigopal News, 10/9/2021