Breaking News

ପତିତପାବନ ଡାଲା ଅଟୋ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

=

 ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ପତିତପାବନ ଡାଲା ଅଟୋ ସଂଘ ପକ୍ଷରୁ ପୁରୀ -ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ଉଭୟପାଶ୍ୱର୍ରେ ଜମା ହୋଇଥିବା ବଜ୍ୟବସ୍ତୁ ସଫା ସୁତରା କରିଛନ୍ତି । ଅନୁଷ୍ଠାନର ସଭାପତି ଶରତ ବେହେରାଙ୍କ ତତ୍ୱବଧାନରେ  ଶରତ, ଗାଣ୍ଡୁ, କାଳିଆ, ହେମନ୍ତ, ସୁର,ଦେବା, ଅଜୁ ଓ ପିଣ୍ଟୁ ପ୍ରମୁଖ ସ୍ୱଚ୍ଚା ଭାରତ ଅଭିଯାନରେ ସାମିଲ ହୋଇଥିବାର ଦେଖାଯାଇଥିଲା ।

 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୯/୨୦୨୧---୭,୨୫ , Sakhigopal News, 11/9/2021

Blog Archive

Popular Posts