Breaking News

ମୋବାଇଲି ଅବକାରୀ ସ୍କାଡ ପକ୍ଷରୁ ଚଡାଉ

 ସାକ୍ଷୀଗୋପାଳ------- ଜିଲ୍ଲା ଅବକାରୀ ମୋବାଇଲି ସ୍କାଡ ଅଧିକାରୀ ଲକ୍ଷ୍ମୀଧର ପ୍ରଧାନଙ୍କ ନେତ୍ୱତୃରେ ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ଉପରେ ଚଡାଉ କରାଯାଇ ପଙ୍କଜିନି ନାୟକଙ୍କ ଠାରୁ ୫ ଲିଟର ଦେଶୀ ମଦ ଜବତ କରାଯାଇଛି । ସେହିପରି ପୁରୀ ସଦର ଥାନା ଅନ୍ତର୍ଗତ ବାରବାଟି ଭୋଇ ସାହିରେ ଚଡାଉ କରାଯାଇ ୧୦ ଲିଟର ରନ୍ଦା ଦେଶୀ ମଦ ସହିତ ୫ଶହ ଲିଟର ପୋଚ ଅବକାରୀ ବିଭାଗ ନଷ୍ଟ କରିଥିବା ଜଣାପଡିଛି ।  ଅବକାରୀ ବିଭାଗର କର୍ମଚାରୀ ମାନଙ୍କୁ ଦେଖି ମଦ ମାଫିଆ ମାନେ ଖସିପଳାଇବାରେ ସକ୍ଷମ ହୋଇଛନ୍ତିା ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୮/୨୦୨୧---୧୦, ୪୦

 Sakhigopal News, 2/8/2021

Blog Archive

Popular Posts