Breaking News

>>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳିତ



    ଓଡଗାଁ--- ଆଜି ହେଉଛି ବିଶ୍ୱ ପର୍ଯ୍ୟାବରଣ ଦିବସ। ଏହି ଅବସରରେ ଭାରତ ମଜଦୁର ସଂଘ ଓ ପବ୍ଳିକ ରାଇଟ୍ସ ଆସୋସିଏସନ ପକ୍ଷରୁ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୫୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇ ପର୍ଯ୍ୟାବରଣ ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ମଜଦୁର ସଂଘ ସଂପାଦକ ସୁକାନ୍ତ ମହାପାତ୍ର, ସଭ୍ୟ ଲକ୍ଷ୍ମଣ ବିଶୋଇ, ପବ୍ଳିକ ରାଇଟ୍ସ ଆସୋସିଏସନ ର ରାଜ୍ଯ ଉପଦେଷ୍ଟା ଯଶୋବନ୍ତ ପଟ୍ଟନାୟକ, ସଭାନେତ୍ରୀ ଜଲି ଦାସ, ସଂପାଦିକା ରାଜଲକ୍ଷ୍ମୀ ସେନାପତି, ଡାକ୍ତର ବଳରାମ ପ୍ରଧାନ, ଡାକ୍ତର ପ୍ରଣତି ମଞ୍ଜରୀ ଶର୍ମା,ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ବରିଷ୍ଠ ଶିକ୍ଷକ ଅଚ୍ୟୁତ ପଣ୍ଡା, ଓଡଗାଁ ଆଦର୍ଶ ଥାନା ର ହେଡ କନେଷ୍ଟବଳ ବୀରେନ୍ଦ୍ର ମହାପାତ୍ର, ସିକ୍ୟୁରିଟି ଗାର୍ଡ ବସନ୍ତ ଉପାଧ୍ୟାୟ, ସୁଇପର ସୁବାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। 

    ଓଡଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇଙ୍କ ରିପୋର୍ଟ
    ୨୮/୮/୨୧ ---- ୬,୧୦  Sakhigopal News, 28/8/2021

    Blog Archive

    Popular Posts