ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନିଦିନ ଧରି କରୋନା ଟୀକାକରଣ
ଭେଡେନ---- ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି ଯେ ଆସନ୍ତା ୩୧.୮.୨୧,୧.୯.୨୧ଓ ୨.୯.୨୧ ସକାଳ ୮ଟା ରୁ ୨ଟା ଦିନଟା ପର୍ଯନ୍ତ କରୋନା ମହାମାରୀ ଟୀକା ପ୍ରଦାନ କରାଯିବ। ଏଥିରେ ୧୮ ବର୍ଷ ବୟସ ୪୪ ବର୍ଷ ଓ ୪୫ ବର୍ଷ ବୟସ ରୁ ଉର୍ଦ୍ଧ ଜନସାଧାରଣ ଙ୍କୁ ପ୍ରଥମ ଡୋଜ୍ ଓ ଦ୍ବିତୀୟ ଡୋଜ ଟୀକାକରଣ କରାଯିବ ।ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ ଭେଡେନ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେମଣ୍ଡା, ରେଶମ, ଗଣ୍ଡତୁରୁମ, ସିଆଲଖଡଥା ଓ , ଧାତୁକପାଲି। ଏହାର ସୁବିଧା ସୁଯୋଗ ନେବା କୁ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଭେଡେନ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ,୨୯/୮/୨୦୨୧----୧୧,୪୦ Sakhigopal News,29/8/2021