ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ହୃଦ ଘାତରେ ପରଲୋକ
ନୁଆଦିଲ୍ଲୀ--- ପୂର୍ବତନ ଡିଜି ତଥା ସିବିଆଇର ନିର୍ଦେଶକ ଉମାଶଙ୍କର ମିଶ୍ରଙ୍କର ନୂଆଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ୧୯୬୮ ବ୍ଯାଚର ଆଇପିଏସ୍ । ପ୍ରଥମ ଓଡ଼ିଆ ଭାବେ ସିବିଆଇର ନିର୍ଦେଶକ ହୋଇଥିଲେ । ପୂର୍ଣ୍ଣାଙ୍ଗ ତ୍ରିପାଠୀ ଙ୍କ ରିପୋର୍ଟ ,୨୬/୮/୨୦୨୧----୯,୦୦ Sakhigopal News ,26/8/2021