Breaking News

ନଦୀରେ ଭାସିଯାଇ ଜଣେ ନିଖୋଜ


ଭଞ୍ଜନଗର- ନଦୀକୁ ଶୈଚ ହେବାକୁ ଯାଇ ବଢିପାଣି ରେ ଭାସିଯାଇ ଜଣେ ନିଖୋଜ ହୋଇଛନ୍ତି । ତାରାସିଂ ଥାନା ଅନ୍ତର୍ଗତ  ବଦାଙ୍ଗି ଗାଁ ନିକଟର ଘଟଣା । ସୂଚନା ପ୍ରକାରେ ନିଖୋଜ ଯୁବକ ଜଣକ ବଦାଙ୍ଗି ଗାଁର  ସନ୍ତୋଷ ନାଇକ ।  ଶୁକ୍ରବାର ସଂଧ୍ୟାରେ ଯୁବକ ଜଣକ ନିକଟସ୍ଥ ବାରନାଳିଆ ନଦୀକୁ ଶୈ।ଚ ହେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବ
 ଜଣାପଡିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୮/୨୧---୯,୪୦ Sakhigopal News,27/8/2021

Blog Archive

Popular Posts