Breaking News

ଚୋରା ବାଲି ଟ୍ରକ ଜବତ

 ସାକ୍ଷୀଗୋପାଳ---- ସତ୍ୟବାଦୀ ପୋଲିସ ଭୋର ସମୟରେ ପୁରୀକୁ ଯାଉଥିବା ଏକ ବାଲି ଟ୍ରକକୁ ପୋଳିସ ଜବତ କରିଛି । ଗାଡି ନଂ ଓଆର- ୦୯-ଏଫ-୫୦୬୩ ଗାଡିକୁ ଅଟକାଇ କାଗଜପତ୍ର ଯାଞ୍ଚ ସମୟରେ ଗାଡିର ଚାଳକ ବାଲିର କାଗଜ ପତ୍ର ଦେଖାଇ ପାରିନଥିଲେ । ଗାଡି ଓ ଚାଳକ ଅଟକ ରହିଥିବା ଜଣାପଡିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୮/୨୦୨୧----=୮,୪୦ 

Sakhigopal News, 21/8/2021

Blog Archive

Popular Posts