>>
  • ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
  • >>
  • ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରି, ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ , ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ
  • >>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • >>
  • ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
  • >>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ଭାଇ ଭଉଣୀଙ୍କ ସ୍ନେହ ବନ୍ଧନ ଆଗରେ ଫିକା ପଡିଲା କରୋନା ସଂକ୍ରମଣ



    ଜଟଣୀ - ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ । ସବୁ ପର୍ବରେ କିଛି ନା କିଛି ମହତ୍ୱ ରହିଛି ।ସେଥି ମଧ୍ୟରୁ ଭାଇ ଭଉଣୀଙ୍କ ସ୍ନେହ, ଭଲ ପାଇବାର ପ୍ରତୀକ ରୂପେ ପାଳନ କରାଯାଏ ରାକ୍ଷୀ ପୂର୍ଣ୍ଣିମା ବା ବଳଭଦ୍ର ଦେବ ଙ୍କ ଜନ୍ମ ଉତ୍ସବ । ଯାହାକି ଏକ ଉଚ୍ଚ ବିଚାରଧାରା ଓ ଆଦର୍ଶର ପ୍ରତୀକ । ହିନ୍ଦୁ ଧର୍ମର ପ୍ରଚଳିତ ଏହି ପବିତ୍ର ପର୍ବକୁ ଭାରତ ବର୍ଷରେ ସବୁ ଧର୍ମର ଲୋକ ପାଳନ କରନ୍ତି । ଅତି ଆନନ୍ଦ ଉଲ୍ଲାସରେ ଏହାକୁ ପ୍ରତି ଘରେ ଘରେ ପାଳନ ଜରାଯାଏ । ଭାଇ ଭଉଣୀଙ୍କ ସ୍ନେହ ବନ୍ଧନ ଆଗରେ ଫିକା ପଡିଲା କରୋନା ସଂକ୍ରମଣ  । ଏହି ପରିପ୍ରେକ୍ଷୀରେ ଜଟଣୀର ପ୍ରତ୍ୟକ ଘରେ ଘରେ ଆନନ୍ଦ ଉଲ୍ଲାସ ମଧ୍ୟରେ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଯାଇଛି । ଭଉଣୀ ଭାଇ ହାତରେ ସ୍ନେହର ରାକ୍ଷୀ ବାନ୍ଧି ଦେଇ ଭାଇର ସୁରକ୍ଷା ଓ ମଙ୍ଗଳ କାମନା କରିଥାଏ । ଆଉ ପ୍ରତି ବଦଳରେ ଭାଇ ମଧ୍ୟ ଭଉଣୀର ଜୀବନ ବ୍ୟାପି ସମ୍ମାନ ଓ ସୁରକ୍ଷା ରକ୍ଷା କରିବାକୁ ପ୍ରତିଶୃତି ହୋଇଥାଏ । ଏହି ମହତ୍ୱ ପୂର୍ଣ୍ଣ ରାକ୍ଷୀ ଆତ୍ମାର ପାପକୁ ଭସ୍ମ କରାଇ ସୁଖର ଅନୁଭୂତି ଦେଇଥାଏ ଏବଂ ସଂସାରକୁ ସୁଖମୟ କରିବାରେ ପ୍ରେରଣା ଦେଇଥାଏ । ପୌରାଣିକ ଯୁଗରୁ ରହିଆସିଛି ରାକ୍ଷୀର ମହତ୍ତ୍ୱ ।
    ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୮/୨୦୨୧-----୩,୦୦ 
     Sakhigopal News,22/8/2021

    Blog Archive

    Popular Posts