Breaking News

ପୂର୍ବ ତଟ ରେଳ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ଉତ୍କଳ ପବ୍ଲିକ୍ ସ୍କୁଲକୁ ରେଫ୍ରିଜରେଟର ପ୍ରଦାନ



ଜଟଣୀ ----- ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ (ECORWWO)ଖୋର୍ଦ୍ଧା ରୋଡ଼ ସଭାପତି ଶ୍ରୀମତୀ ପୂର୍ଣ୍ଣିମା ସିଂହଙ୍କ ନେତୃତ୍ୱରେ ECORWWO ଦ୍ୱାରା ଉତ୍କଳ ପବ୍ଲିକ ସ୍କୁଲକୁ ଗୋଟିଏ ଡବଲ୍ ଦ୍ୱାର ଥିବା ରେଫ୍ରିଜରେଟର ପ୍ରଦାନ କରାଯାଇଛି । ଉତ୍କଳ ପବ୍ଲିକ୍ ସ୍କୁଲ୍ ECORWWO ଦ୍ୱାରା ପରିଚାଳିତ ହେଉଛି ।ଏହି ଅବସରରେ ECORWWO ର ଉପ-ସଭାପତି, ଶ୍ରୀମତୀ    ସୀମା ପନ୍ୱର୍,  ସଚିବ ଶ୍ରୀମତୀ ସାଗରିକା  ଶତପଥୀ, ଉତ୍କଳ ପବ୍ଲିକ୍ ସ୍କୁଲର ଦାୟିତ୍ୱରେ ଥିବା ଶ୍ରୀମତୀ ମନୋଜା ପାଢୀ ଏବଂ ମହିଳା କଲ୍ୟାଣ ସଂଗଠନ ର ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
ଜଟଣୀ --ରଙ୍ଗନାଥ ବେହେରା ,୩/୮/୨୦୨୧-----୬,୦୦ 
 Sakhigopal News,3/8/2021

Blog Archive

Popular Posts