ସାକ୍ଷୀଗାପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ବେହେରାସାହିର ଜୟରାମ ସାହୁ ( ୭୦) ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ବଳପୁର ଦେଶ କମିଟିର ସମ୍ପାଦକ ସହିତ ହରିସହଦେବ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ମଧ୍ୟ ରହିଥିଲେ । ସେ ଜଣେ ସଚ୍ଚୋଟ ଓ ନ୍ୟାୟବାନ ଲୋକଥିଲେ । ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ବେହେରାସାହି ସ୍ଥିତ ନିଜ ବାସଭବନରେ ଶେଷ ଦର୍ଶନ କରିବା ପାଇଁ ଗ୍ରାମର ମୁରବୀ ଲୋକମାନେ ଜମା ହୋଇଥିଲେ ।
ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି, ୧୮/୮/୨୦୨୧-----୮,୫୦
Sakhigopal News, 21/8/2021