Breaking News

ସତ୍ୟବାଦୀରେ ଗହ୍ମାପୂର୍ଣ୍ଣମୀରେ ଗୋ ମାତାଙ୍କ ସହିତ ବୃକ୍ଷ ଦେବତାଙ୍କୁ ରାକ୍ଷୀବନ୍ଦନ


ସାକ୍ଷୀଗୋପାଳ--  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ବନମାଳିଡିପି ଗ୍ରାମରେ = ଡ, ଶାନ୍ତିଲତା ଅଧିକାରୀଙ୍କ ତତ୍ୱବଧାନରେ  ଗୋ ପୂତନ ସହିତ ବୃକ୍ଷ ମାନଙ୍କୁ ନିଜର ଭାଇ ବା ଦେବତା ଭାବି ଧୂପ ଦୀପ ଦେଇ ରକ୍ଷା ବନ୍ଦନ କରାଯାଇଥିଲା । ଏଥିରେ  ସମାଜସେବୀ ପ୍ରଶନ୍ନ କୁମାର ମହାନ୍ତି, ରାକେଶ ବରାଳ, ପଜ୍ଞା ମହାନ୍ତି, ପ୍ରତୀଜ୍ଞା ମହାନ୍ତି,ପ୍ରଣବ ମହାନ୍ତି, ସୋନି, ଚୁନୁ, ଅରୁ ନରୁ ପିଲାମାନେ ବୃକ୍ଷ ମୂଳରେ ଧୂପ, ଦୀପ ଦେଇ ପୂଜା କରିଥିଲେ । ପରେ ପରେ ଗୋ ମାତାଙ୍କୁ ରାକ୍ଷୀ ବନ୍ଦନ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, =୨୨/୮/୨୦୨୧---୭,୫୦  

  Sakhigopal News, 22/8/2021

Blog Archive

Popular Posts