Breaking News

କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ ବୈଠକ ପାଇଁ ଆହ୍ୱାନ=

 ସାକ୍ଷୀଗୋପାଳ ----- କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ ସବୁ ବେଳେ ଅହରହ ଚେଷ୍ଟା ସହିତ ଆନ୍ଦୋଳନ କରି ଆସିଛି ନୀଳାଚଳ କୃଷକ ମହାସଂଘ । ବିଗତ ଦିନରେ ମହାସଂଘ  ବିଭିନ୍ନ ଯୋଜନା ସରକାରଙ୍କ ପ୍ରାଖରେ ଉତଥାପନ କରିଛନ୍ତି । ଜିଲ୍ଲା ପ୍ରଶାସନର ଉଦସନତା ଯୋଗୁ  ଚାଷୀ ଏହି ଯୋଜନାରୁ ବଞ୍ଚିତ ହୋଇଛି ।  ଏହି ଅବସରରେ ସତ୍ୟବାଦୀ ବ୍ଳକର କୃଷକ ମାନଙ୍କର  ବିକାଶ ପାଇଁ ୨୯ ତାରିଖ ଦିନ ସାରଙ୍ଗଯୋଡି ତୋରାଣିଆ ର ମା ସଙ୍କଟ ତାରିଣୀ ମନ୍ଦିର ପ୍ରାଙ୍ଗରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଉଗ୍ରସେନ ବିଶ୍ୱାଳ ଜଣାଇଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୨୫/୮/୨୦୨୧-----୮,୧୦ 

 Sakhigopal News,25/8/2021 

Blog Archive

Popular Posts