Breaking News

ବଜ୍ରପାତରେ ଜଣେ ମହିଳା ଙ୍କ ମୃତ୍ୟୁ

ଭଞ୍ଜନଗର- ବଜ୍ରପାତରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା କୁମ୍ପାପଡା ପଞ୍ଚାୟତ ଅନ୍ତର୍ଗତ ଖଇରନଟୀ ଗାଁର ହୀରା ନାୟକ ବ୍ରଜପାତରେ ମୃତ୍ୟୁ ହୋଇଥିବା  ଜଣାପଡିଛି । ସ୍ବାମୀ ଙ୍କ ସହ ନିଜ ଚାଷ ଜମିରୁ କାମସାରି ଘରକୁ ଫେରୁଥିବା ସମୟରେ , ବଜ୍ରପାତ ହୋଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।  ପରିବାର ଲୋକେ ତାଙ୍କ ମୃତ ଦେହକୁ ଉଧାର କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୮/୨୦୨୧-----୧୨,୨୫  Sakhigopal News, 28/8/2021

Blog Archive

Popular Posts