ପିପିଲି----ପିପୁଲ ଫୋର ସେବା ଜୟଦେବ, ପିପିଲି ତରଫରୁ ପିପିଲି ଥାନା ,ଅଗ୍ନିଶମ ବିଭାଗ ଓ ସ୍ବୋଛାସେବି ଅନୁଷ୍ଠାନ ଆଭା ସହିତ ଗାଈ ଗୋରୁ ମାନଙ୍କୁ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ କରାଯାଇଥିଲା । ଯାହାକି ଆମର ସୁରକ୍ଷା ପାଇଁ ନିଜ ପରିବାର ଙ୍କ ଠାରୁ ବହୁ ଦୂରରେ ଥିବା ପୋଲିସ ଅଧିକାରୀ ଙ୍କ ସହିତ କର୍ମଚାରୀ ଓ ସ୍ବୋଛାସେବି ଅନୁଷ୍ଠାନ ର ଅନ୍ତେବାସୀ ମାନଙ୍କୁ ପବିତ୍ର ଗହ୍ମାପର୍ବରେ ରାକ୍ଷୀ ବାନ୍ଧିଥିଲେ ପିପୁଲ ଫୋର ସେବା ଜୟଦେବ, ପିପିଲିର ସଦସ୍ୟ ସଦସ୍ୟମାନେ । ଏଥିରେ ପ୍ରକାଶ ସାହୁ, ବିଶୁ ଦୀକ୍ଷିତ, ସୁଧାଂଶୁ, ସଂଗ୍ରାମ ,ସତ୍ୟବାଦୀ ,ରଶ୍ମି ,କିରନ ,ସମିତା ମନୀଷା, ଚିନୁ ,ରଶ୍ମିତା ,ପାୟଲ ,କବି ପ୍ରମୁଖ ଉପସ୍ଥିତ ରହିଥିଲେ । ପିପିଲି ରୁ ବିଜୟ ମହାପାତ୍ର,୨୨/୮/୨୦୨୧----୮,୧୦ Sakhigopal News,22/8/2021