Breaking News

ରକ୍ଷାବନ୍ଧନ ଅବସରରେ ବୃକ୍ଷ ରୋପଣ




 ଡେଲାଙ୍ଗ------  ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗଡମୋଟରୀ ପଞ୍ଚାୟତ ଗଣ୍ଡପଡା ଗ୍ରାମରେ ପ୍ରଦୀପ ମହାରଥି ଯୁବ ପରିଷଦ ପକ୍ଷରୁ ପବିତ୍ର ରକ୍ଷା ବନ୍ଧନ ପାଳନ ଉତ୍ସବ ଅବସରରେ ବୃକ୍ଷ ରୋପଣ କରିବା ସହ ବୃକ୍ଷ ଲଗାଅ ଡେଲାଙ୍ଗ ବଞ୍ଚାଅ ନାରାବାଜି ଦେଇ  ନିଆରା ଢଙ୍ଗରେ ଗହ୍ମାପର୍ବ ପାଳନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ  ଡେଲାଙ୍ଗ ବ୍ଲକ ଆତ୍ମା କମିଟି ସଭାପତି ସୁଧାକର ମାର୍ଥା ,ଡେଲାଙ୍ଗ ବ୍ଲକ ବିଜେଡି ଛାତ୍ରନେତା ସୁଦିପ୍ତ ନାୟକ ୱାର୍ଡମେମ୍ବର ଜଗଦୀଶ ପ୍ରଧାନ ଓ ବାବୁଲି ସାହୁ,ସାନ୍ତାନୁ ପ୍ରଧାନ,ବିଶ୍ୱଜିତ ସାହୁ,ମଳୟ ସ୍ୱାଇଁ ଅଭିଶେକ ପ୍ରଧାନ ,ଶିବପ୍ରସାଦ ପରିଡା ଓ ତାପସ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୮/୨୦୨୧---୯,୫୦  

Sakhigopal News, 23/8/2021

Blog Archive

Popular Posts