ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଡେଲାଙ୍ଗ ଆଭାରେ ଅନ୍ତୋବାସୀ ମାନଙ୍କୁ ଫଳ ଓ ମାସ୍କ ବଣ୍ଟନ
ଡେଲାଙ୍ଗ-----ପୂର୍ବତନ ପ୍ରଧାନମନ୍ତ୍ରୀ ୀରଜୀବ ଗାନ୍ଧୀଙ୍କ ୩୦ ତମ ଶ୍ରାଦ୍ଧ ଦିବସରେ ଡେଲାଙ୍ଗ ର୍ଡିପୁର ସ୍ଥିତ ଆଭାରେ ଥିବା ଅନ୍ତୋବାସୀ ମାନକଙ୍କୁ କଂଗ୍ରେସ ଦଳ ପକ୍ଷରୁ ଫଳ, ବିସ୍କୁଟ, ଓ ମାସ୍କ ବଣ୍ଟନ କରାଯାଇଛି । ଏଥିରେ ପିପିଲି ଓ ଡେଲାଙ୍ଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନଙ୍କ ନେତୃତ୍ୱରେ ଫଳ ଓ ମାସ୍କ ପଣ୍ଟନକରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ କଂଗ୍ରେସ ସଭାପତି ରବି ଦାଶ, ଯୁବ ନେତା ନିର୍ମଳ ପରିଡାଙ୍କ ସହିତ ସୁଧିର ବରାଳ, ପ୍ରହ୍ଲାଦ ପ୍ରଧାନ, ଟିକନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୧/୫/୨୦୨୧,
Sakhigopal News, 21/5/2120