Breaking News

ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୭ ଜଣ ଟୀକା କରଣ

 ଭେଡେନ---  ବରଗଡ ଜିଲ୍ଲାର ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ୍ଥ କେନ୍ଦ୍ର ପରିସରରେ ୪୫ ବର୍ଷରୁ ଅଧିକ ୭୭ ଜଣ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯାଇଛି । ଏହି ଟୀକା ନେବା ପାଇଁ ସେମାନଙ୍କର ବୟସ ପ୍ରମାଣପତ୍ର ଦେଖାଇ ନିଜ ନାମ ପଞ୍ଜିକରଣ କରିଥିଲେ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ରର ଅଧିକାରୀଙ୍କ ଠାରୁ ସୁଚନାମିଳିଛି । 

ଭେଡେନରୁ ଭବାନୀ ଶଙ୍କର ପାଢ଼ୀ, ୨୮/୫/୨୦୨୧--- ୧୦,୦୦ 

Blog Archive

Popular Posts