Breaking News

ଭାରତୀୟ ଆଯାଦମଞ୍ଚ ତରଫରୁ ଡେଲାଙ୍ଗ ଥାନା ବିଶୋଧନ


  ଡେଲାଙ୍ଗ---- ରାଜ୍ୟ ରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି। କମିବାର ନାଁ ଗନ୍ଧ ଧରୁନାହିଁ । ପ୍ରତି ଦିନ ଥାନା କୁ ଲୋକମାନେ ଆସୁଛନ୍ତି ।  ଦିନ ରାତି ପୋଲିସ କର୍ମଚାରୀ ମାନେ ନିଜ ଜୀବନ କୁ ବାଜି ଲଗାଇ କାମ କରୁଛନ୍ତି । ଏହାକୁ ନଜର କରି ଆଜି ଭାରତୀୟ ଆଯାଦମଞ୍ଚ ତରଫରୁ ଡେଲାଙ୍ଗ ଥାନା ପରିସର ବିଶୋଧନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ପିପିଲି ବ୍ଲକ ସମ୍ପାଦକ ବିପିନି ବେହେରା, ରଞ୍ଜନ ସାହୁ,ଜଗନ୍ନାଥ ପଲାଇ ସତ୍ୟବାଦୀରୁ ଦେବ ବେହେରା ,ବିଦ୍ୟାଧର ବେହେରା,ପ୍ରକାଶ ଭୋଇ ଛାତ୍ର ମୋର୍ଚ୍ଚା ଅଧ୍ୟକ୍ଷ ସୁମନ ଗୋଛାୟତ ରହିଥିଲେ ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୨୨/୫/୨୦୨୧----୯,୧୫ 
Sakhigopal News, 22/5/2021 

Blog Archive

Popular Posts