Breaking News

ଚାଷୀ ଙ୍କ ଦୁଃଖ କେହି ଶୁଣିଲେ ନାହିଁ ,୧୨୦ ବସ୍ତା ଧାନ ଓଦା

ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତ ର ମଣିଜିପୁର ଗ୍ରାମର କିଛି ଚାଷୀ ଧାନ କାଟି ଅମଳ କରି ବସ୍ତା କରିଦେଇଛନ୍ତି ।ମଣ୍ଡି ନ ଖୋଲିବାରୁ ଧାନ ରଖିବା ପାଇଁ ମଧ୍ୟ ଯାଗା ନାହିଁ । ଅନ୍ୟ ପକ୍ଷରେ ଗାଁ ମୁଣ୍ଡରେ ଥିବା ସ୍କୁଲରେ ଧାନ ରଖିବା ପାଇଁ ଚାଷୀ ମାନେ ତହସିଲଦାର, ବିଡ଼ିଓ ଓ ବ୍ଳକ ଅଧିକାରୀ ଙ୍କୁ ଜଣାଇଲେ । କେହି ଶୁଣିଲେ ନାହିଁ । ଜିଲ୍ଲାପାଳ ତୁରନ୍ତ ନଜର ଦେବାକୁ ଚାଷୀମାନେ ନିବେଦନ କରିଛନ୍ତି । 
 ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ୨୫/୫/୨୦୨୧ ୧୧,୧୫ ,
Sakhigopal News,25/5/2021

Blog Archive

Popular Posts