ଡେଲାଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୪
ଡେଲାଙ୍ଗ ---- ପୁରୀ ଜିଲ୍ଲାରେ କରୋନା ପଜେଟିଭଙ୍କ ସଂଖ୍ୟା କମିବାର ନାଁଗନ୍ଦ ଧରୁନାହିଁ । ଡେଲାଙ୍ଗ ବ୍ଲକରେ ଶନିବାର ଦିନ ୯ଜଣ କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୪ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୩୯ ଜଣ ସୁସ୍ଥ ହୋଇଥିବା ବେଳେ ୬୫ଜଣ ହୋମକ୍ୱାରାଣ୍ଟାଇନି ଏବଂ ୫୦ଜଣ ବିଭିନ୍ନ ମେଡିକାଲରେ ରହି ଚିକିତ୍ସା ହେଉଛନ୍ତି ବୋଲି ବିପିଏମ ଦିଲ୍ଲିପ କୁମାର ପରିଡା ସୁଚନା ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୫/୨୦୨୧---୮,୧୫
Sakhigopal News, 22/5/2021