Breaking News

ରୁଦ୍ର ମହାରଥୀଙ୍କ କାର୍ଯ୍ୟକୁ ଡେଲାଙ୍ଗ, ପିପିଲିରେ ଲୋକମାନେ ପ୍ରଶଂସା କରିଛନ୍ତି

 


ଡେଲାଙ୍ଗ -------ପିପିଲି ଉପ ନର୍ବିାଚନର ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ଏବେ ଲୋକମାନଙ୍କୁ ଅସମୟରେ ସହଯୋଗର ହାତ ବଡାଇଛନ୍ତି । ମହାମାରୀ କରୋନା ଯୋଗୁ ଲୋକମାନେ ଭୟଭୀତରେ ଥିବା ବେଳେ ଏବେ ୟାସ ବାତ୍ୟା ଲୋକମାନଙ୍କର ନିଦ ହଜାଇ ଦେଇଛି । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ , ପିପିଲି ବ୍ଳକରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ, ବିଦ୍ୟାଳୟ ମାନଙ୍କରେ ଆଶ୍ରୟ ନେଇଥିବା ପରିବାରଙ୍କ ପାଖରେ ପହଞ୍ଚିଛନ୍ତି ରୁଦ୍ର ମହାରଥୀ । ସେମାନଙ୍କର ଭଲ ମନ୍ଦ ସମ୍ପର୍କରେ ପଚାରି ବୁଝିବା ସହ ରୁଦ୍ର ନେଇଥିବା ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନକରିଥିଲେ । ତାଙ୍କ ସହିତ ଗ୍ଦଶଠଶ ଗ୍ଧଳୠଷ ଞ କ୍ତଶକ୍ଷମଙଶ କ୍ସଜ୍ଞହ ଗ୍ଦବ’ଷ ବଳରତୟଗ୍ଦ ଗ୍ଧକ୍ଟଶଲ  ପିପିଲି ବ୍ଳକ ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଯାହାକି ଶ୍ରୀ ସାହୁଙ୍କୁ ଦେଖି କିଛି ଜନସାଧାରଣ ଆଚମ୍ବିତ ହୋଇଥିଲେ । ତାଙ୍କର ସ୍ତ୍ରୀଙ୍କର ଅକାଳ ବିୟୋଗ ଘଟିଥିଲେ ମଧ୍ୟ ଶ୍ରୀ ସାହୁ ଜନସାଧାରଣଙ୍କର ସେବା କରିବା ପାଇଁ ଆଗେଇ ଆସିଛନ୍ତି ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୫/୨୦୨୧---୭,୫୫

Blog Archive

Popular Posts