Breaking News

ବିବାହ ସ୍ମୃତି ଅବସରରେ ବଟ ବୃକ୍ଷ ରୋପଣ

 


ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଡପାଇଲୋ ଗ୍ରାମର ତାପସ ଓ ଆରତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମହାମାରୀ କରୋନା ଯୋଗୁ ସରକାରଙ୍କ ଗାଇଡି ଲାଇନି ଅନୁସାରେ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ବିବାହ ସ୍ମୃତି ଉଦ୍ଦ୍ୟେଶରେ ଗ୍ରାମ ମୁଣ୍ଡରେ ପରିବେଶ କର୍ମୀ ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନ, ଗୁଡୁପାଇଲେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଗୋଲକ  ବିହାରୀ ସାହୁ, ଶିକ୍ଷକ ପ୍ରଫୁଲ କୁମାର ସାହୁ ଓ ଆଧ୍ୟାମ୍‌ôିକ ପ୍ରବଚକ ତଥା ଶିକ୍ଷକ ସୁଧୀର କୁମାର ଜେନାଙ୍କ ଦ୍ୱାରା ଦୁଇଟି ବଟ ବୃକ୍ଷ ରୋପଣ କରାଯାଇଛି । 


ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୫/୨୦୨୧---୭,୫୫

Blog Archive

Popular Posts