Breaking News

ଜୁଆଖେଳ ଉପରେ ପୋଲିସ ର ଚଢ଼ାଉ , ୧୦ ଗିରଫ


 ଭଞ୍ଜନଗର- ତାରାସିଂ ଥାନା ଅନ୍ତର୍ଗତ ଟାଙ୍ଗଣ ଗାଁ ନିକଟ ଏକ ସ୍କୁଲ ବାରଣ୍ଡାରେ ରେ ଚାଲିଥିବା ଜୁଆଖେଳ ଉପରେ ପୋଲିସ  ଚଢ଼ାଉ କରିଥିଲା। ଜୁଆଖେଳ ରେ ସଂପୃକ୍ତ ୧୦ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ,୫୧୫୦ ଟଙ୍କା ଓ ୩ ଟି ମଟର ସାଇକେଲ ଜବତ କରିଛି ପୋଲିସ । ଏନେଇ ତାରାସିଂ ଥାନା କେଶ୍ ନମ୍ବର ୧୨୫/୨୧ ରେ ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୩୧/୫/୨୦୨୧---୧୧,୧୦
 Sakhigopal News,31/5/2021

Blog Archive

Popular Posts