ସତ୍ୟବାଦୀରେ ୩ଟି ସ୍ଥାନରେ ଟୀକାଦାନ କରାଯିବ
ସାକ୍ଷୀଗୋପାଳ ------ ରାଜ୍ୟରେ ମହମାରୀ କରୋନା ଯୋଗୁ ବହୁ ଲୋକଙ୍କର ମୃତ୍ୟୁ ହୋଇଗଲାଣି । ଏହାକୁ ନଜର କରି ରାଜ୍ୟ ସରକାର ଟୀକା କରଣ ପ୍ରକିୟାକୁ ବଡାଇଛନ୍ତି । ଏହି ଅବସରରେ ସତ୍ୟବାଦୀ ବ୍ଳକୀ ଜୟଦୁର୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ଗବକୁଣ୍ଡ ଠାରେ ୨୦୦. ,ଜାଗେଶ୍ୱରୀ ବିଦ୍ୟାପୀଠ ଅଳଗୁମ୧୫୦, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳରେ ୨୩୦ ଜଣଙ୍କୁ ୪୫ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ଟୀକା କରଣ କରାଯିବ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୫/୨୦୨୧---୮,୩୦
Sakhigopal News, 26/5/2021