Breaking News

ସତ୍ୟବାଦୀରେ ୨୩ଜଣ ପଜେଟିଭ ଚିହ୍ନଟ

 ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪୬ ଜଣ କୋଭିଡ ଟେଷ୍ଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩ ଜଣ ପଜେଟିଭି ବାହାରିଥିବା ଜଣାପଡିଛି ।  ଏମାନଙ୍କୁ ହୋମ କରେଣ୍ଟାଇନିରେ ରହିବା ପାଇଁ  ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯିବା ସହ  ମେଡିସିନ ଯୋଗାଇ ଦିଆଯାଇଛି ।  ଶନିବାର୨୧ ଜଣ ବାହାରିଥିବା ବେଳେ ରବିବାର ଦିନ ୨୩ଜଣ ବାହାରିଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୫/୨୦୨୧----୮,୪୧ 

Sakhigopal News, 30/5/2021

Blog Archive

Popular Posts