Breaking News

ଲୁପୁରସିଂହା ପଞ୍ଚାୟତ ପକ୍ଷରୁ ବିଭିନ୍ନ ସରକାରୀ ଅନୁଷ୍ଠାନ ସାନିଟାଇଜର ହେଲା


 ଭେଡେନ---- ଭେଡେନ ବ୍ଲକ ଲୁପୁରସିଂହା ପଞ୍ଚାୟତ ର ସରପଞ୍ଚ କଲ୍ୟାଣୀ ବାଗ ଙ୍କ ପରାମର୍ଶ କ୍ରମେ ପଞ୍ଚାୟତ ଅଫିସ,  ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ପ୍ରାଣୀଧନ ଚିକିତ୍ସାଳୟ  ଓ ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ସାନିଟାଇଜର କରାଯାଇଛି । ରାଜ୍ୟ ରେ କରୋନା ମହାମାରୀ ଦ୍ଵିତୀୟ ଲହର ଲାଗି ରହିଛି । ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ଏହାକୁ ନଜର କରି ବିଭିନ୍ନ ସରକାରୀ ଅନୁଷ୍ଠାନ ମାନଙ୍କୁ ସାନିଟାଇଜର ପଞ୍ଚାୟତ ପକ୍ଷରୁ କରାଯାଇଛି। ଏହି ସମୟରେ ସରପଞ୍ଚଙ୍କ ପ୍ରତିନିଧି ଉପସ୍ଥିତ ରହି ଥିଲେ ଓ ପଞ୍ଚାୟତର କର୍ମଚାରୀ କୈଳାସ ଖୁଣ୍ଟୁଲି ସା  ସାନିଟାଇଜର  କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୫/୨୦୨୧---୫,୧୦  
Sakhigopal News,31/5/2021

Blog Archive

Popular Posts