Breaking News

ବିଦେଶୀ ମଦ ଜବତ

 ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ରିତାଞ୍ଜଳି ଦାସ ଡ୍ୟୁଟି କରୁଥିବା ସମୟରେ ହରିହର ବେହେରା ନାମକ ଜଣେ ଯୁବକଙ୍କ ଠାରୁ ବିଭିନ୍ନ କମ୍ପାନୀର ୧୮ ଗୋଟି ବିଦେଶୀ ମଦ ଜବତ କରିଛନ୍ତି । ତାଙ୍କ ନାମରେ ସତ୍ୟବାଦୀ ଥାନାରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୫/୨୦୨୧---୮,୩୦

Sakhigopal News, 26/5/2021

Blog Archive

Popular Posts