ଭେଡେନ ବ୍ଳକରେ ୧୨ ଜଣ କରୋନା ପଜେଟିଭି ଜିହ୍ନଟ
ଭେଡେନ--- ବରଗଡ ଜିଲ୍ଲାର ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୫୬ ଜଣ କୋଭିଡ ଷ୍ଟେଟ କରିଥିଲେ । ସେମାନଙ୍କ ମଧ୍ୟରୁ ୧୪ ଜଣ କରୋନା ପଜେଟିଭି ଚିହ୍ନଟ ହୋଇଥିବା ମେଡିକାଲ ଅଧିକାରୀଙ୍କଠାରୁ ସୁଚନା ମିଳିଛି । ସମସ୍ତଙ୍କୁ ହୋମ କରେଣ୍ଟାଇନିରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ମେଡିକାଲ ତରଫରୁ ସେମାନଙ୍କୁ ଔଷଧ ପ୍ରଦାନ କରାଯାଇଥିବା ମେଡିକାଲ ଇନିଚାର୍ଯ୍ୟଙ୍କ ଠାରୁ ସୁଚନା ମିଳିଛି । ଭେଡେନରୁ ଭବାନୀ ଶଙ୍କର ପାଢ଼ୀ, ୨୮/୫/୨୦୨୧---୧୦,୦୦