Breaking News

ସତ୍ୟବାଦୀରେ ୬ଶହ ଟୀକାରୁ ୫୮୭ଜଣ ଟୀକା ନେଲେ


  ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକରେ ଗୁରୁବାର ଦିନ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପ୍ରଥମ ଡୋଜ ପାଇଁ ୬ଶହ ଟୀକା ଆସିଥିବା ବେଳେ ସେଥିମଧ୍ୟରୁ  ୫୮୭ ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି ବୋଲି ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।  ଜୟଦୁର୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ଗବକୁଣ୍ଡ ଠାରେ ୧୬୯ ଜଣ  ,ଜାଗେଶ୍ୱରୀ ବିଦ୍ୟାପୀଠ ଅଳଗୁମ ୨୦୯ଜଣ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳରେ ୨୦୯ ଜଣଙ୍କୁ ଟୀକା ଦିଆଯାଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୫/୨୦୨୧---୮,୦୦

Blog Archive

Popular Posts