Breaking News

ସତ୍ୟବାଦୀରେ ୪ଟି ସ୍ଥାନରେ କରୋନା ଟୀକା କରଣ କରାଯିବ


  ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳ ୧୫୦, ଶୁକଳ କେନ୍ଦ୍ରୀୟ ପ୍ରାଥମିକ ବିଦ୍ୟାଳୟ୧୫୦, ଅଳଗୁମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର୧୫୦ ଓ ପାଣିଛତ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୧୫୦ ଜଣଙ୍କୁ ଟୀକା  ପ୍ରଦାନ କରାଯିବ । ୪୫ବର୍ଷରୁ ଅଧିକ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯିବ । ଆସିବା ସମୟରେ ନିଜର ବୟସ ପ୍ରମାଣପତ୍ର ଆଣିବାକୁ ପଡିବ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୫/୨୦୨୧, 

Sakhigopal News, 21/5/2021

Blog Archive

Popular Posts