Breaking News

ସତ୍ୟବାଦୀରେ ୧୯ ଜଣ କରୋନା ପଜେଟିଭି ଚିହ୍ନଟ

 ସାକ୍ଷୀଗୋପାଳ -----  ସତ୍ୟବାଦୀରେ ସୋମବାର ସୁଦ୍ଧା ମୋଟ ୨୪୭ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ମଙ୍ଗଳବାର ଦିନ ନୂତନ କରି ୧୯ ଜଣ କରୋନା ପଜେଟିଭି ଚିହ୍ନଟ ହୋଇଥିବା ଜଣାପଡିଛି ।    ସତ୍ୟବାଦୀରେ ୫ ଦିନ ହେବ ଲଗାତର ଭାବେ ୧୯ ସଂଖ୍ୟାରେ ରହିଛି । ରୋଗିଙ୍କ ସଂଖ୍ୟା ବଡିବାରେ ନାହିଁ କିମ୍ବା କମୁନଥିବାର ଜଣାପଡିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୫/୨୦୨୧---୮,୫୫

Sakhigopal News,Dhirendra Senapati,4/5/2021

Blog Archive

Popular Posts