Breaking News

ଘରେ ଯାଇ ଭତ୍ତା ଟଙ୍କା ଦେଲେ ପଞ୍ଚାୟତ ଅଧିକାରୀ


ଭେଡେନ ----ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ବିଭିନ୍ନ ଗ୍ରାମ ର ୩୪ଜଣଙ୍କ  ଘର କୁ ଘର ଯାଇ ନୂତନ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ କରିଛନ୍ତି ପଞ୍ଚାୟତର କାାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀସେନ ଜେନା ଓ ପଞ୍ଚାୟତର  କର୍ମଚାରୀ ମାନେ ସହଯୋଗ କରିଥିଲେ। 
ନିିଜ ଜୀବନ କୁ ବାଜି ଲଗାଇ ଲୋକମାନଙ୍କ ସେବା କରିଛନ୍ତି । ନୂତନ ଭାବେ ଯେଉଁ ବୃଦ୍ଧ, ବୃଦ୍ଧା ମାନେ ଭତ୍ତା ପାଇଛନ୍ତି, ସେମାନେ କରୋନା ଲହର ୨୧ ର ଲକଡାଉନ ମଧ୍ଯ ରେ ଆନନ୍ଦ ଲହରୀ ଖେଳିଯାଇଛି।
 ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୪/୫/୨୦୨୧-----୮,୧୫  
 Sakhigopal News , 4/5/2021----8,15

Blog Archive

Popular Posts