ବିଧାୟକଙ୍କୁ କର୍ଣ୍ଣମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର--- ବୁଧବାର ଦିନ ନବୀନ ନିବାସ ପରିସରରେ ବିଜେଡି ଦଳର ସମସ୍ତ ବିଧାୟକ ଓ ମନ୍ତ୍ରୀ ପରିଷଦଙ୍କୁ ମୁଖ୍ୟମନ୍ତ୍ରୀ କର୍ଣ୍ଣମନ୍ତ୍ର ଦେଇଛନ୍ତି । ସୁନାଚେନ, ଗାଡି ଗୋଡା ଛାଡ ନିଜ ନିଜ ଅଞ୍ଚଳର ବିକାଶ କର । ଲୋକମାନଙ୍କର ସମସ୍ୟା ଓ ଅସୁବିଧା ବୁଝ । ସଙ୍ଗେ ସଙ୍ଗେ ସମାଧାନ ପାଇଁ ଚେଷ୍ଟା କରିବାକୁ ବିଧାୟକ ମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ମାତ୍ର କିଛି ଦଳର ପୁରୁଖା ବିଧାୟକ ମାନେ ଏହାକୁ ଗ୍ରହଣ ଯଦିବା କରିଛନ୍ତି ମାତ୍ର ତାଙ୍କ ଅଞ୍ଚଳରେ କାହାର ହସ୍ତକ୍ଷେପକୁ ସେ ନା ପସନ୍ଦ କରିଛନ୍ତି ।
ଧୀରେନ୍ଦ୍ର ସେନାପତି
ଧୀରେନ୍ଦ୍ର ସେନାପତି