Breaking News

ନିଖୋଜ ନାବାଳିକା ଉଦ୍ଧାର

Rescue a missing minor

ସାକ୍ଷୀଗୋପାଳ------ସତ୍ୟବାଦୀ ଥାନାରେ ଜଣେ ନାବାଳିକା ନିଖୋଜ ଥିବା ନେଇ ୨୬-୫-୨୦୨୨ରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ ସତ୍ୟବାଦୀ ଥାନାରେ ୧୬୯/୨୦୨୨ରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଥିଲା । ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ତତ୍ୱବଧାନରେ ଚନ୍ଦନପୁର ଥାନା ଅନ୍ତର୍ଗତ ଅନ୍ତିକେରା ଗ୍ରାମର ସୁମନ ନାୟକଙ୍କୁ ସତ୍ୟବାଦୀ ପୋଲିସ ଅଟକ ରଖିବା ସହ ନାବାଳିକାଙ୍କୁ ଉଦ୍ଦାର କରିଥିବା ଜଣାପଡିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୭/୨୦୨୨---୮,୪୦     

Sakhigopal News ,12/7/2022

Blog Archive

Popular Posts