ପିପିଲି ଉପନିର୍ବାଚନ ଫଳାଫଳ
ସାକ୍ଷୀଗୋପାଳ--- ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଆରମ୍ଭ କରିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଏବେ ବିଜେଡି ୧୪୦୬ ଖଣ୍ଡ ଭୋଟ ଆଗରେ ରହିଛନ୍ତି । ୧୪ ଗୋଟି ଟେବୁଲ ରେ ଗଣତି ହେଉଛି ।୨୫ ରାଉଣ୍ଡ ଗଣତି ହେବ । ବିଜେଡି ପାଇଛି--୪୦୫୫ ଖଣ୍ଡ , ବିଜେପି--- ୨୬୪୯ ଖଣ୍ଡ ଓ କଂଗ୍ରେସ---୭୬୬ ଖଣ୍ଡ ପାଇଥିବା ଜଣାପଡିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୩/୧୦/୨୦୨୧
Sakhigopal News,3/10/2021