Breaking News

ପିପିଲି ଉପନିର୍ବାଚନ ଫଳାଫଳ

ସାକ୍ଷୀଗୋପାଳ--- ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଆରମ୍ଭ କରିଛି । ବିଜେଡି ୨୪୪୧ ଖଣ୍ଡ ଭୋଟ ଆଗରେ ରହିଛନ୍ତି । ୧୪ ଗୋଟି ଟେବୁଲ ରେ ଗଣତି ହେଉଛି ।୨୫ ରାଉଣ୍ଡ ଗଣତି ହେବ । ବିଜେଡି ପାଇଛି--୬,୬୦୩ ଖଣ୍ଡ , ବିଜେପି--- ୪,୧୬୨ ଖଣ୍ଡ ଓ କଂଗ୍ରେସ---୮୬୦ଖଣ୍ଡ ପାଇଥିବା ଜଣାପଡିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୩/୧୦/୨୦୨୧
Sakhigopal News,3/10/2021

Blog Archive

Popular Posts