Breaking News

ବିଷକ୍ରିୟା ଯୋଗୁଁ ମହିଳାଙ୍କ ମୃତ୍

 
ଭଞ୍ଜନଗର- ବିଷକ୍ରିୟା ଯୋଗୁଁ ମହିଳା ଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ , ବଡସାଦରା ଗାଁର ଏହି ଘଟଣା । ମୃତ ମହିଳା ଜଣକ ହେଲେ ସବିତା ବିଷୋୟୀ । ଏନେଇ ଗାଙ୍ଗପୁର ଥାନା ରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି ।  ମୃତ ମହିଳା ଜଣକ ମାନସିକ ବିକୃତ ଥିଲେ । ଯଦ୍ୱାରା ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଗାଙ୍ଗପୁର ଥାନା କେଶ୍ ନମ୍ବର ୨୪/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ତଦନ୍ତକାରୀ ଅଧିକାରୀ ଏଏସଆଇ ଆର୍ . କେ ସାହୁ ଘଟଣାର ତଦନ୍ତ  କରୁଥିବା ଥାନାଧିକାରୀ ଧିରେଶ୍ କୁମାର ଦାସ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୯/୨୦୨୧,୧୦,୩୦ 
Sakhigopal News, 17/9/2021

Blog Archive

Popular Posts