Breaking News

ଜଟଣୀ ରେ 'ଡେଙ୍ଗୁ 'ସଚେତନତା ପଦ ଯାତ୍ରା



ଜଟଣୀ --- ମହାମାରୀ କରୋନା ପରେ ଏବେ ଭୁବନେଶ୍ୱରରେ 'ଡେଙ୍ଗୁ 'ର ପ୍ରକୋପ ବୃଦ୍ଧି ପାଇଛି । ଏହାକୁ ଆଖିଆଗରେ ରଖି ଜଟଣୀ ପୌରପ୍ରଶାସନ ଦେବବ୍ରତ ସାହୁ (ସବକଲେକ୍ଟର ) ନେତୃତ୍ବରେ ଡେଙ୍ଗୁ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି , ସାନିଟାରୀ ଇନିସ୍ପେକ୍ଟର ବିଷ୍ଣୁ ପ୍ରସାଦ ମିଶ୍ର,  ସୁପରଭାଇଜର ସତ୍ୟବ୍ରତ ତ୍ରିପାଠୀ, ୱାର୍ଡର ସମସ୍ତ ସ୍ୱଚ୍ଛସାଥୀ ଏବଂ ପ୍ରତ୍ୟକ ୱାର୍ଡର ସ୍ୱଚ୍ଛ ସୁପରଭାଇଜର ମାନେ ଜଟଣୀ ସହର ପରିକ୍ରମା କରି 'ଡେଙ୍ଗୁ 'ସଚେତନା ପଦଯାତ୍ରା କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରା ,୨/୮/୨୦୨୧----୩,୧୫ Sakhigopal News,2/8/2021

Blog Archive

Popular Posts