ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ନିକଟରେ ଅଠେଇଶ ଗ୍ରାମକୁ ବ୍ଳକ ପ୍ରଶାସନପକ୍ଷରୁ ନିର୍ମିତ ରାସ୍ତା କାମ ଏବେ ସ୍ଥଗିତ ରଖାଯାଇଛି । ଗ୍ରାମବାସୀ ମାନେ ଏହି ରାସ୍ତାକାମକୁ ନେଇ ବିରୋଧ କରିବାସହ ଧାରଣା ଦେଇଥିଲେ । ସେଠାରେ ଚାପ ଉତ୍ତେଜନା ଲାଗି ରହିଥିଲା । ଗ୍ରାମବାସୀଙ୍କ କଥାକୁ ଗ୍ରହଣ କରି ଏକ ଗ୍ରାମବାସୀ, ବିଧାୟକ, ଜନପ୍ରତିନିଧି ଓ ବ୍ଳକ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ ହେବା ପରେ ତା ପରେ ରାସ୍ତା କାମ ଉପରେ ନିସ୍ପତି ନିଆଯିବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୭/୬/୨୦୨୧---୩,୪୫,
Sakhigopal News,7/6/2021