Breaking News

ଟଙ୍କା ନ ଦେବାରୁ ମହିଳାଙ୍କୁ ଆକ୍ରମଣ

  ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ପ୍ରେମଲତା ରଥ (୫୫)ଙ୍କୁ ସେହି ଗ୍ରାମର  ଦୁର୍ଗାପ୍ରସାଦ ମିଶ୍ରଙ୍କ ସ୍ତ୍ରୀ ସ୍ୱର୍ଣ୍ଣଲତା ରଥ ୫ହଜାର ଟଙ୍କା ମାଗିଥିଲେ । ପ୍ରେମଲତା ମନା କରିଦେବାରୁ ତାଙ୍କୁ  ଆକ୍ରମଣ କରିବା ସହ ଘରର ଆସବାପତ୍ର ପିଙ୍ଗା ପିଙ୍ଗି କରି ଦେଇଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି ।  ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନାରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୫/୨୨୧---୮,୧୦


Blog Archive

Popular Posts